Breaking News

Odia PG Entrance Question Answers

Odia PG Entrance Question Answers

  • ଫକୀର ମୋହନ ସେନାପତିଙ୍କ ଜନ୍ମ କେବେ ହୋଇଥିଲା?

୧୮୪୩ ଜାନୁୟାରୀ ୧୭ ତାରିଖ

  • କେଉଁ ସ୍ଥାନରେ ତାଙ୍କ ଜନ୍ମ ହୋଇଥିଲା?

ବାଲେଶ୍ଵର ଜିଲ୍ଲାର ମଲ୍ଲିକାଶପୁର

  • ଫକୀରମୋହନଙ୍କ ରଚିତ କାବ୍ୟକବିତା ଗୁଡିକର ନାମ କଣ?

ଉତ୍କଳ ଭ୍ରମଣ, ଅବସର ବାସରେ, ବୌଦ୍ଧବତାର, ପୂଜା ଫୁଲ, ପ୍ରାର୍ଥନା, ଧୂଳି 

  • ଫକୀରମୋହନଙ୍କ ରଚିତ ଉପନ୍ୟାସ ଗୁଡିକର ନାମ କଣ?

ଛ' ମାଣ ଆଠ ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଛମା

  • ଫକୀରମୋହନଙ୍କ ରଚିତ ଗଳ୍ପ ସଂକଳନର ନାମ କଣ?

ଗଳ୍ପସ୍ଵଳ୍ପ

  • ଫକୀରମୋହନଙ୍କ ରଚିତ ଆତ୍ମଜୀବନୀର ନାମ କଣ?

ଆତ୍ମଚରିତ

  • ଏଯାବତ ଛ' ମାଣ ଆଠ ଗୁଣ୍ଠର କେତୋଟି ଇଂରାଜୀ ସଂସ୍କରଣ ପ୍ରକାଶ ପାଇସାରିଛି?

୪ ଟି

  • କିଏ ସର୍ବପ୍ରଥମେ ଛ' ମାଣ ଆଠ ଗୁଣ୍ଠର ଇଂରାଜୀ ଅନୁବାଦ କରିଥିଲେ?

ସି.ଭି.ଏନ୍. ଦାସ (୧୯୬୭)

  • ସି.ଭି.ଏନ୍. ଦାସ ଏହି ଅନୁବାଦର ନାମକରଣ କଣ କରିଥିଲେ?

Subdle Under The Cloven Hoof 

  • ଛ' ମାଣ ଆଠ ଗୁଣ୍ଠର ଦ୍ଵିତୀୟ ଇଂରାଜୀ ଅନୁବାଦକ କିଏ?

ବି.ଏନ୍.ସେନାପତି

  • ବି.ଏନ୍.ସେନାପତି ଏହି ଅନୁବାଦର ନାମ କଣ ରଖିଥିଲେ?

A Plot of Land 

  • Subdle Under The Cloven Hoof ଗ୍ରନ୍ଥଟି କେଉଁଠାରୁ ପ୍ରକାଶ ପାଇଥିଲେ?

କଟକ ସାହିତ୍ୟ ସଂସଦ

  • A Plot of Land କାହା ଦ୍ୱାରା ପ୍ରକାଶିତ ହୋଇଥିଲା?

Publication Division Delhi 

  • ଏହାର ତୃତୀୟ ଅନୁବାଦକ କିଏ?

ଏନ୍.ମିଶ୍ର

  • କେଉଁ ଆନ୍ତର୍ଜାତିକ ପ୍ରେସ ତରଫରୁ ଛ' ମାଣ ଆଠ ଗୁଣ୍ଠ ପ୍ରକାଶ ପାଇଛି?

ୟୁନିଭର୍ସିଟି ଅଫ କାଲିଫର୍ନିଆ

  • ଆନ୍ତର୍ଜାତିକ ସ୍ତରରେ ଏହି ଉପନ୍ୟାସର ଶିରୋନାମା କଣ?

six acres and a third 

  • ଫକୀରମୋହନଙ୍କ ଉପନ୍ୟାସରେ କେଉଁ ବଙ୍ଗୀୟ ଔପନ୍ୟାସିକଙ୍କ କେତେକ କ୍ଷେତ୍ରରେ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ?

ବଙ୍କିମଚନ୍ଦ୍ର ଚାଟାର୍ଜୀ

  • ରଚନାକାଳ ଦୃଷ୍ଟିରୁ ଫକୀରମୋହନଙ୍କ ପ୍ରଥମ ଉପନ୍ୟାସ କଣ?

ଛ' ମାଣ ଆଠ ଗୁଣ୍ଠ

  • ଓଡିଶାର ସାମାଜିକ ଇତିହାସ ଦୃଷ୍ଟିରୁ ତାଙ୍କ ପ୍ରଥମ ଉପନ୍ୟାସ କାହାକୁ ଧରାଯାଏ?

ଲଛମା

  • କେବେ ସାରିଆର ମୃତ୍ୟୁ ଖବର ପ୍ରଚାରିତ ହୁଏ?

୧୮୩୨ ଅକ୍ଟୋବର ୩ ତାରିଖ

  • ଛ' ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଉଲ୍ଲେଖିତ ମୁଖ୍ୟ ସମସ୍ୟା କଣ?

ଭୂକୈନ୍ଦ୍ରିକ ସମସ୍ୟା

No comments

Comment Here