Odia PG Entrance Question Answers
Odia PG Entrance Question Answers
- ଫକୀର ମୋହନ ସେନାପତିଙ୍କ ଜନ୍ମ କେବେ ହୋଇଥିଲା?
୧୮୪୩ ଜାନୁୟାରୀ ୧୭ ତାରିଖ
- କେଉଁ ସ୍ଥାନରେ ତାଙ୍କ ଜନ୍ମ ହୋଇଥିଲା?
ବାଲେଶ୍ଵର ଜିଲ୍ଲାର ମଲ୍ଲିକାଶପୁର
- ଫକୀରମୋହନଙ୍କ ରଚିତ କାବ୍ୟକବିତା ଗୁଡିକର ନାମ କଣ?
ଉତ୍କଳ ଭ୍ରମଣ, ଅବସର ବାସରେ, ବୌଦ୍ଧବତାର, ପୂଜା ଫୁଲ, ପ୍ରାର୍ଥନା, ଧୂଳି
- ଫକୀରମୋହନଙ୍କ ରଚିତ ଉପନ୍ୟାସ ଗୁଡିକର ନାମ କଣ?
ଛ' ମାଣ ଆଠ ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଛମା
- ଫକୀରମୋହନଙ୍କ ରଚିତ ଗଳ୍ପ ସଂକଳନର ନାମ କଣ?
ଗଳ୍ପସ୍ଵଳ୍ପ
- ଫକୀରମୋହନଙ୍କ ରଚିତ ଆତ୍ମଜୀବନୀର ନାମ କଣ?
ଆତ୍ମଚରିତ
- ଏଯାବତ ଛ' ମାଣ ଆଠ ଗୁଣ୍ଠର କେତୋଟି ଇଂରାଜୀ ସଂସ୍କରଣ ପ୍ରକାଶ ପାଇସାରିଛି?
୪ ଟି
- କିଏ ସର୍ବପ୍ରଥମେ ଛ' ମାଣ ଆଠ ଗୁଣ୍ଠର ଇଂରାଜୀ ଅନୁବାଦ କରିଥିଲେ?
ସି.ଭି.ଏନ୍. ଦାସ (୧୯୬୭)
- ସି.ଭି.ଏନ୍. ଦାସ ଏହି ଅନୁବାଦର ନାମକରଣ କଣ କରିଥିଲେ?
Subdle Under The Cloven Hoof
- ଛ' ମାଣ ଆଠ ଗୁଣ୍ଠର ଦ୍ଵିତୀୟ ଇଂରାଜୀ ଅନୁବାଦକ କିଏ?
ବି.ଏନ୍.ସେନାପତି
- ବି.ଏନ୍.ସେନାପତି ଏହି ଅନୁବାଦର ନାମ କଣ ରଖିଥିଲେ?
A Plot of Land
- Subdle Under The Cloven Hoof ଗ୍ରନ୍ଥଟି କେଉଁଠାରୁ ପ୍ରକାଶ ପାଇଥିଲେ?
କଟକ ସାହିତ୍ୟ ସଂସଦ
- A Plot of Land କାହା ଦ୍ୱାରା ପ୍ରକାଶିତ ହୋଇଥିଲା?
Publication Division Delhi
- ଏହାର ତୃତୀୟ ଅନୁବାଦକ କିଏ?
ଏନ୍.ମିଶ୍ର
- କେଉଁ ଆନ୍ତର୍ଜାତିକ ପ୍ରେସ ତରଫରୁ ଛ' ମାଣ ଆଠ ଗୁଣ୍ଠ ପ୍ରକାଶ ପାଇଛି?
ୟୁନିଭର୍ସିଟି ଅଫ କାଲିଫର୍ନିଆ
- ଆନ୍ତର୍ଜାତିକ ସ୍ତରରେ ଏହି ଉପନ୍ୟାସର ଶିରୋନାମା କଣ?
six acres and a third
- ଫକୀରମୋହନଙ୍କ ଉପନ୍ୟାସରେ କେଉଁ ବଙ୍ଗୀୟ ଔପନ୍ୟାସିକଙ୍କ କେତେକ କ୍ଷେତ୍ରରେ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ?
ବଙ୍କିମଚନ୍ଦ୍ର ଚାଟାର୍ଜୀ
- ରଚନାକାଳ ଦୃଷ୍ଟିରୁ ଫକୀରମୋହନଙ୍କ ପ୍ରଥମ ଉପନ୍ୟାସ କଣ?
ଛ' ମାଣ ଆଠ ଗୁଣ୍ଠ
- ଓଡିଶାର ସାମାଜିକ ଇତିହାସ ଦୃଷ୍ଟିରୁ ତାଙ୍କ ପ୍ରଥମ ଉପନ୍ୟାସ କାହାକୁ ଧରାଯାଏ?
ଲଛମା
- କେବେ ସାରିଆର ମୃତ୍ୟୁ ଖବର ପ୍ରଚାରିତ ହୁଏ?
୧୮୩୨ ଅକ୍ଟୋବର ୩ ତାରିଖ
- ଛ' ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଉଲ୍ଲେଖିତ ମୁଖ୍ୟ ସମସ୍ୟା କଣ?
ଭୂକୈନ୍ଦ୍ରିକ ସମସ୍ୟା
No comments
Comment Here